#ବିଜେଡି_ନେତା_ଧର୍ମେନ୍ଦ୍ର_ସାହୁ_ମୃତ୍ୟୁରେ_ବଡ_ଖୁଲାସା
#ସେ_ମଲେ_କିଏ_କିଏ_ଦାୟୀ_ରହିବେ_ବୋଲି_କହିଲେ_ନାଁ
ସ୍ତ୍ରୀ,ସମୀର ଦାସ,ମୁନ୍ନା ମହାପାତ୍ର,ବିନ୍ଦାସ ଚିନୁ । ଧର୍ମେନ୍ଦ୍ରଙ୍କ ଅଡିଓରେ ଥିବା ୫ ଜଣଙ୍କୁ ନେଇ ବଢିଲା ଚର୍ଚ୍ଚା । ଆତ୍ମହତ୍ୟା କରିବାର ମାତ୍ର କେଇ ଘଣ୍ଟା ପୂର୍ବରୁ ଅର୍ଥାତ ରାତି ପ୍ରାୟ ୧୧ ଟା ବେଳେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କଲ କରିିଥିଲେ ଧର୍ମେନ୍ଦ୍ର ସାହୁ ।
#BJDLeader #Controversy #Audio #Bhubaneswar #Odisha #ArgusNews